Heads Up! We're currently undergoing maintenance to improve your streaming experience. During this time, you may encounter some disruptions. Thanks for your patience and understanding.

TPNODL କର୍ମଚାରୀ ଏକ ହୁଅ...

SHAKTI KARMACHARI SANGHA

SHAKTI KARMACHARI SANGHA

  • 2 followers

  • Category: News
  • |    

    AUTOPILOT

TPNODL କର୍ମଚାରୀ ଏକ ହୁଅ...

TPNODL କର୍ମଚାରୀ ଏକ ହୁଅ...

Published: 1 year ago

Category:

  • News

About:

ଠିକା ପ୍ରଥା ଏକ ବଡ଼ ଦୁରାରୋଗ୍ୟ ବ୍ୟାଧି , ଦିନ କୁ ଦିନ ରାଜ୍ୟ ରୁ ରାଜ୍ୟ ଏହା ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଯେଉଁ ବୟସରେ ଗୋଟିଏ ଚାକିରି କରି ବାପା ମା , ଘର ପରିବାର ପୋଷିବା କଥା , ସେହି ବୟସରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ମାନେ ଦେଶର ଯୁବ ପୀଢ଼ି କୁ ଠିକା ନିଯୁକ୍ତି ଦେଇ ବର୍ଷ ବର୍ଷ ବେଠିଆ ଖଟାଉଛନ୍ତି । ସେ କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ସମସ୍ତେ ଏହି ପାପ ରେ ଭାଗିଦାରୀ। ଇଂରାଜୀ ବିରୁଦ୍ଧରେ ଆନ୍ଦୋଳନ କରି ସ୍ୱାଧୀନତା ଆଣିଥିବା ଆମ ପୂର୍ବପୁରୁଷ ମାନେ କେବେ ଭାବି ନଥିବେ ତାଙ୍କ ନାତି ନାତୁଣୀ ମାନଙ୍କୁ ସ୍ଵାଧୀନ ଭାରତରେ ମଧ୍ୟ ବେଠିଆ ଖଟିବା କୁ ପଡ଼ିବ। ତେଣୁ ସମୟ ଆସିଯାଇଛି ସମସ୍ତେ ପୁଣି ଥରେ ଏକ ହୋଇ ନିଜର ହକ ପାଇଁ ଲଢେଇ କରିବା ......

Please Login to comment on this video


  • Video has no comments

You may also like

163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video
163ad1c5347f5d1672289363
video